୩ଥର ମିଳିବ ସୁଭଦ୍ରା ଟଙ୍କା

ସମ୍ବାଦ ବିବରଣୀ

୨୦୨୫ରେ ମହିଳାଙ୍କୁ ୩ଥର ମିଳିବ ସୁଭଦ୍ରା ଟଙ୍କା । ୪ର୍ଥ ପର୍ଯ୍ୟାୟ ସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ମିଳିବ ସୁଭଦ୍ରା ଟଙ୍କା ।

ଆମକୁ ଅନୁସରଣ କରନ୍ତୁ