-
34ºc, Sunny
-
Thursday, 16th Jul, 2026
ନୂଆଦିଲ୍ଲୀ: ସଂସଦରେ ଧସ୍ତାଧସ୍ତି ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ଏବେ ନାଗାଲାଣ୍ଡର ବିଜେପି ସାଂସଦ ଫାଙ୍ଗନନ କୋନିଆକ୍ ରାହୁଲ ଗାନ୍ଧିଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ନାଗାଲାଣ୍ଡର ବିଜେପି ସାଂସଦ ଏସ୍. ଫାଗ୍ନୋନ୍ କୋନୟାକ୍ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି ଯେ ମୁଁ ପ୍ଲାକାର୍ଡ ଧରି ଛିଡ଼ା ହୋଇଥିଲି । ଏହି ସମୟରେ ରାହୁଲ ଅତି ପାଖକୁ ଆସିଲେ, ଯେ ମୁଁ ଅସହଜ ମନେ କଲି ।
Fans
Fans
Fans
Fans